This browser does not support the video element.
ଢେଙ୍କାନାଳ ସଦର: ବ୍ରାହ୍ମଣୀଦେବୀ ବଜାରରେ ଲକ୍ଷ୍ମୀପୂଜାର ନୂତନ କର୍ମକର୍ତ୍ତା ଚୟନ
Dhenkanal Sadar, Dhenkanal | Sep 10, 2025
ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ବଜାର ପକ୍ଷରୁ ମାଙ୍କ ମୃଣ୍ମୟୀ ମୂର୍ତ୍ତୀ ନିର୍ମାଣ ପାଇଁ ଶୁଭ ମାଟି ଅନୁକୁଳ କାର୍ଯ୍ୟ ଶେଷ ହୋଇଯାଇଛି। କୋରିଆଁରେ ଥିବା ବ୍ରାହ୍ମଣୀ ଦେବୀ ବଜାର ପକ୍ଷରୁ ଆଜି ବୁଧବାର ଅପରାହ୍ନ ୫ଟା ବେଳେ ବଜାରର ଏକ ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୂର୍ବର କିଛି କଥା ବିଷୟରେ ଆଲୋଚନା ହୋଇଥିଲା । ପରେ ସର୍ବସମ୍ମତ କ୍ରମେ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବ୍ରାହ୍ମଣୀ ଦେବୀ ବଜାରର ସଭାପତି ଭାବେ ବିଜୟ କୁମାର ସାହୁ।