Download Now Banner

This browser does not support the video element.

ଆଳି: ନିଆଳ ପଞ୍ଚାୟତ ଠାରେ ବ୍ଲକ ମିଶନ ଶକ୍ତି ଭବନ ଉଦ୍‌ଘାଟନ କଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ବିଡ଼ିଓ

Aali, Kendrapara | Mar 13, 2024
ଆଳି ବ୍ଲକ ଅନ୍ତର୍ଗତ ନିଆଳ ପଞ୍ଚାୟତ ଠାରେ ବୁଧବାର ସକାଳ ୧୦ ଟା ସମୟରେ ବ୍ଲକ ମିଶନ ଶକ୍ତି ଭବନକୁ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉଦ୍‌ଘାଟନ କରିଛନ୍ତି l ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଆଳି ବିଡ଼ିଓ ମିନତୀ ଜଗଦେବଙ୍କ ସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଂଜନ ସାମଲ, ୨ନଂ ଜିଲ୍ଲା ପରିଷଦ ଭୀଷ୍ମ ମହାନ୍ତି, ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us