This browser does not support the video element.
ଢେଙ୍କାନାଳ ସଦର: ସ୍ଥାନୀୟ କଂଗ୍ରେସ ପଡ଼ିଆରେ ଉଦ୍ଘାଟିତ ହେଲା ଢେଙ୍କାନାଳ ବାଣିଜ୍ୟ ମେଳା
Dhenkanal Sadar, Dhenkanal | Aug 1, 2025
ଆଜି ଶୁକ୍ରବାରଠାରୁ ଢେଙ୍କାନାଳ ସହରସ୍ଥ ସ୍ଥାନୀୟ କଂଗ୍ରେସ ପଡ଼ିଆଠାରେ ଢେଙ୍କାନାଳ ବାଣିଜ୍ୟ ମେଳା ସନ୍ଧ୍ୟା ୬ଟାରେ ଉଦ୍ଘାଟିତ ହୋଇଯାଇଛି । ଆଜି ଏହି ବାଣିଜ୍ୟ ମେଳାକୁ ଜିଲ୍ଲା କଂଗ୍ରେସ ସଂଯୋଜକ ଛବିରାଜ ବିଶ୍ୱାଳ ନଡ଼ିଆ ଭାଙ୍ଗି ଫିତା କାଟି ଉଦ୍ଘାଟନ କରିଥିଲେ ।