Download Now Banner

This browser does not support the video element.

ଭଟଲି: ଭଟଲି ଦଧିବାମନ ମହାବିଦ୍ୟାଳୟ ରେ ପାଳିତ ହେଲା ବିଶ୍ଵ ଫାଷ୍ଟଏଡ ଦିବସ

Bhatli, Bargarh (Baragarh) | Sep 13, 2025
ଭଟଲି ଦଧିବାମନ ମହାବିଦ୍ୟାଳୟ ରେ ପାଳିତ ହେଲା ବିଶ୍ଵ ଫାଷ୍ଟଏଡ ଦିବସ,ଭଟଲି ଦଧିବାମନ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଭଟଲି ଶାଖା ତରଫରୁ ବିଶ୍ବ ଫାଷ୍ଟଏଡ ଦିବସ ଆଜି ଦିନ ୧୧ଟା ୩୦ମିନିଟ ରେ  ପାଳିତ ହୋଇ ଯାଇଛି ।ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡା. ଚନ୍ଦ୍ରଭାନୁ ମହାଲିଙ୍ଗ ଓ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଝସକେତନ ଧରେଇ ଯୋଗଦାନ କରି ଆଶୁ ଚିକିତ୍ସା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ ଓ ବଜ୍ରପାତରେ କିପରି ସାବଧାନତା ଅବଲମ୍ବନ କରିବାକୁ ହୁଏ ଶିକ୍ଷା ଦେଇଥିଲେ ।ମହାବିଦ୍ୟାଳୟ ର ଅଧ୍ୟକ୍ଷ  ସରୋଜ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ।
Read More News
T & CPrivacy PolicyContact Us