Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: କେଶରୀଗୁଡାରେ ବହୁ ଆଡମ୍ବରରେ ଗଣେଶ ବିସର୍ଜନ ଅନୁଷ୍ଠିତ, ଯୋଗଦେଲେ ନବରଙ୍ଗପୁର ବିଧାୟକ

Nabarangapur PS, Nabarangpur | Sep 4, 2025
ନବରଙ୍ଗପୁର ଜିଲ୍ଲା ର କେଶରଗୁଡା ଠାରେ ଆଜି ଗଣେଶ ବିସର୍ଜନ ଅନୁଷ୍ଠିତ ହୋଇଯାଇଛି l ଏହି ଭସାଣି ଉତ୍ସବ ରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଉପସ୍ଥିତ ରହି ଲୋକଙ୍କ ସହ ନାଚ ଗୀତ ରେ ସାମିଲ ହୋଇ ଗଜାନନ ଙ୍କୁ ବିଦାୟ ଦେଇଥିଲେ l ଗ୍ରାମର ସମସ୍ତ ଛୋଟ ରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା, ଯୁବକ ଯୁବତୀ ଏହି ଭସାଣି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ଢୋଲ ନିଶାନ ରେ ପ୍ରକମ୍ପିତ ହୋଇ ଉଠିଥିଲା ଗାଁ ଦାଣ୍ଡ l ଗ୍ରାମ ର ସମସ୍ତ ଲୋକ ନାଚ ଗୀତ ର ତାଳେ ତାଳେ ଆନନ୍ଦ ଉଲ୍ଲାସର ସହିତ ମହାପ୍ରଭୁ ଗଜାନନ ଙ୍କୁ ବିସର୍ଜନ କରିଛନ୍ତି l
Read More News
T & CPrivacy PolicyContact Us