This browser does not support the video element.
ସୋନପୁର: ବିଦୁରୁପାଲି ପାଖରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଗୁରୁତର ଯୁବକ ସଦର ଡାକ୍ତରଖାନାରେ ଭର୍ତ୍ତି।
Sonapur, Subarnapur (Sonepur) | Sep 9, 2025
ବିଦୁରୁପାଲି ପାଖରେ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଗୁରୁତର ଯୁବକ ସଦର ଡାକ୍ତରଖାନାରେ ଭର୍ତ୍ତି। ସୁବର୍ଣ୍ଣପୁର ସହରର ପଟରୁ ଏହି ବାଇକ ଦୃତ ଗତିରେ ପଳାୟନ କରୁଥିବା ବେଳେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଦୁରୁପାଲି ପାଖରେ ଏହି ବାଇକ ଟି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।ଦୁର୍ଘଟଣା ଗ୍ରସ୍ଥ ହୋଇଥିବା ବ୍ୟକ୍ତି ଜଣକ ୟୁପି ରାଜ୍ୟର ମୋତିରଞ୍ଜନ ଗୌଡ ବୋଲି ସୂଚନା ମିଳିଛି।