This browser does not support the video element.
ବୀରମହାରାଜପୁର: ମହାଦେବପାଲି ପଞ୍ଚାୟତ ସଭା ଗୃହରେ ପଞ୍ଚାୟତ ମାସିକ ବୈଠକ ଅନୁଷ୍ଠିତ
Biramaharajpur, Subarnapur (Sonepur) | Aug 22, 2025
ବିନିକା ଥାନା ଅନ୍ତର୍ଗତ ମହାଦେବପାଲି ପଞ୍ଚାୟତ ସଭା ଗୃହରେ ଆଜି ମଧ୍ୟାହ୍ନ ପ୍ରାୟ 12ଟା ପର୍ଯ୍ୟନ୍ତ ପଞ୍ଚାୟତ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ପ୍ରଣତୀ ମହାକୁରଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ପଞ୍ଚାୟତର ସସ୍ତ ୱାର୍ଡ ସଭ୍ୟ ସଭ୍ୟା ଯୋଗଦେଇଥିଲେ l ବୈଠକରେ ସିଏଫସି, ଏସଏସି,ଅନ୍ତୋଦତ୍ୟ ଗୃହ,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆଦି ବିଭିନ୍ନ ଯୋଜନା ସହ ପଞ୍ଚାୟତ ତଥା ଗ୍ରାମାଞ୍ଚଳର ବିକାସ ଉପରେ ଆଲୋଚନା ହୋଇଥିଲା l ପଞ୍ଚାୟତ ନିର୍ବାହୀ ଅଧିକାରୀ ଶିବରାମ ମିଶ୍ର ପୂର୍ବ ବୈଠକର ବିବରଣୀ ପଠନ ସହ ଧନ୍ୟବାଦ୍ ଦେଇଥିଲେ l