Download Now Banner

This browser does not support the video element.

ବୌଦ୍ଧ ସଦର: ବୌଦ୍ଧ ମହାନଦୀ ସେତୁ ଉପରେ ବାଇକ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କ ମୃତ୍ୟୁ, ପୁଅକୁ ବୁର୍ଲା ସ୍ଥାନାନ୍ତର

Baudh Sadar, Boudh (Bauda) | Apr 6, 2024
ବୌଦ୍ଧ ମହାନଦୀ ସେତୁ ଉପରେ ହୋଇଥିବା ବାଇକ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କ ମୃତ୍ୟୁ ହୋଇଛି l ଅନ୍ୟପକ୍ଷରେ ଗୁରୁତର ଆହତ ପୁଅକୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l କାଦପଡା ଗ୍ରାମର ଗୁରୁବାରୀ ପ୍ରଧାନଙ୍କ ଦେହ ଅସୁସ୍ଥ ଥିବାରୁ ପୁଅ ସୁଜିତ୍ ପ୍ରଧାନଙ୍କ ସହ ବାଇକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲେ। ବୌଦ୍ଧ-କିଆକଟା ବ୍ରିଜ ଉପରେ ବାଇକକୁ ପଛରୁ ଆସୁଥିବା ଏକ କାର ଧକ୍କା ଦେଇ ଫେରାର ହୋଇଯାଇଥିଲା ।
Read More News
T & CPrivacy PolicyContact Us