This browser does not support the video element.
ଛତ୍ରପୁର: ଗୋପାଳପୁର ବେଳାଭୂମିରେ ଉଠାଦୋକାନୀ ଜବରଦଖଲ ଊଛେଦ
Chhatrapur, Ganjam | Sep 9, 2025
ଗୋପାଳପୁର ଏନ ଏ ସି ପକ୍ଷରୁ ଆଜି ବେଳାଭୂମିରେ ମଂଗଳବାର ପୂର୍ବାହ୍ନରେ ଉଠାଦୋକାନୀ ଜବରଦଖଲ ଊଛେଦ କରାଯାଇଛି। ଦୀର୍ଘ ମାସ ହେଲା ବେଳାଭୂମିରେ ବହୁ ଉଠା ଦୋକାନୀ ମାନେ ନିଜ କବଜାରେ ରଖି ଆସିଥିଲେ l ଯାହାରି ଫଳରେ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।