Install App
sushantpattnayak1983
This browser does not support the video element.
ଛତ୍ରପୁର: ଲାଞ୍ଜିପଲ୍ଲୀ ଓଭର ବ୍ରିଜ ତଳୁ ବୋମା ଓ ଖଣ୍ଡା ଜବତ ଘଟଣା, ଜଣେ ଫେରାର ଅଭିଯୁକ୍ତକୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ
Chhatrapur, Ganjam | Aug 25, 2025
ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଓଭରବ୍ରିଜ ତଳୁ ବୋମା ଓ ଖଣ୍ଡା ଜବତ ଘଟଣାରେ ବୈଦ୍ୟନାଥପୁର ଥାନା ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି ।ଗିରଫ ଅଭିଯୁକ୍ତ ଜଣକ ହେଲେ ଆସିକା ନଳବଣ୍ଟା ଅଞ୍ଚଳର ଶ୍ରୀକାନ୍ତ ପଣ୍ଡା ।
Share
Read More News
T & C
Privacy Policy
Contact Us
Your browser does not support JavaScript!