Install App
amani117
This browser does not support the video element.
ଢେଙ୍କାନାଳ ସଦର: କାଠଗଡ଼ାଠାରେ ଦି ଏକାଡେମିକ କ୍ଲାସେସର ପ୍ରଥମ ବାର୍ଷିକ ଉତ୍ସବ ଓ ବର୍ଣ୍ଣାଢ୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ
Dhenkanal Sadar, Dhenkanal | Sep 2, 2025
ଢେଙ୍କାନାଳ ପୌରାଞ୍ଚଳ ୧ନମ୍ବର ୱାନ କାଠଗଡ଼ାଠାରେ ଦି ଏକାଡେମିକ କ୍ଲାସେସର ପ୍ରଥମ ବାର୍ଷିକ ଉତ୍ସବ ୨୦୨୫ ଓ ବର୍ଣ୍ଣାଢ୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ଯୋଗ ଦେଇ ଉଦ୍ଘାଟ କରିବାପରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ବିଜ୍ଞାନ ଚେତନା ମଞ୍ଚ ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ସ୍ଲୋଗନ, ପ୍ଲାକାର୍ଡ ଧରି ସଚେତନତା ବାର୍ତା ପ୍ରଦାନ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!