Download Now Banner

This browser does not support the video element.

କୁଚିଣ୍ଡା: କୁଚିଣ୍ଡା ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଧୁମଧାମ ରେ ଆୟୋଜିତ, ବୁଲିଲେ ମନ୍ତ୍ରୀ

Kochinda, Sambalpur | Aug 27, 2025
କୁଚିଣ୍ଡା ସ୍ଥିତ ୨ ନମ୍ବର ୱାର୍ଡ ସମେତ ବିଭିନ୍ନ ସ୍ଥାନରେ ଧୂମଧାମରେ ଗଣେଶ ପୂଜା ଅନୁଷ୍ଠିତ ହୋଇ ଥିବା ବେଳେ ମନ୍ତ୍ରୀ ରବି ନାରାୟଣ ନାଏକ ବିଭିନ୍ନ ମଣ୍ଡପ କୁ ବୁଲି ଆଶୀର୍ବାଦ ଗ୍ରହଣ କରିଥିଲେ। ସୂଚନା ମୁତାବକ ବୁଧବାର ଦିନ କୁଚିଣ୍ଡା ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଉତ୍ସାହ ର ସହିତ ପାଳିତ ହୋଇ ଥିବା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ବିଭିନ୍ନ ମଣ୍ଡପ କୁ ବୁଲି ଆଶୀର୍ବାଦ ଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us