Download Now Banner

This browser does not support the video element.

ଛତ୍ରପୁର: ରମ୍ଭା ପାନ୍ଥନିବାସ ୪୬ତମ ପ୍ରତିଷ୍ଠା ଦିବସରେ କଳାବ୍ୟାଜ ପିନ୍ଧିଲେ କର୍ମଚାରୀ

Chhatrapur, Ganjam | Sep 3, 2025
ରମ୍ଭା ପାନ୍ଥନିବାସରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୬ତମ ପ୍ରତିଷ୍ଠା ଦିବସ ବୁଧବାର ପୂର୍ବାହ୍ନରେ ପାଳନ କରାଯାଇଛି। ଏହି ଅବସରରେ କର୍ମଚାରୀ ମାନେ କଳାବ୍ୟାଜ ପିନ୍ଧିଥିଲେ l ରମ୍ଭା ପାନ୍ଥନିବାସରେ ପରିଚାଳକ ସୋମ ପଣ୍ଡା, ସୁବୋଧ କୁମାର ସ୍ୱାଇଁ, ଆଶିଷ ମହାପାତ୍ର, ବିନୋଦ ଜେନା ଓ ସମସ୍ତ କର୍ମଚାରୀ କେକ କାଟି ଓ ଅନ୍ତେବାସୀଙ୍କୁ ମିଠା ବଣ୍ଟନ କରି ୪୬ ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲେ।
Read More News
T & CPrivacy PolicyContact Us