This browser does not support the video element.
ପିପିଲି: ବାଜିଆ ପତି ଛକରେ ବିରାଟ ସାହି ଆଦର୍ଶ କ୍ଲବର ନବ ନିର୍ମିତ ଗଣେଷ ମଣ୍ଡପ ଉଦଘାଟିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
Pipili, Puri | Aug 27, 2025
ପିପିଲି ବ୍ଲକ ଅନ୍ତର୍ଗତ ରୁପଦେଇପୁର ପଞ୍ଚାୟତର ବାଜିଆ ପତି ଛକରେ ବିରାଟ ସାହି ଆଦର୍ଶ କ୍ଲବର ନବ ନିର୍ମିତ ଗଣେଶ ମଣ୍ଡପ ଆଜି ପୂର୍ବାହ୍ନ ୧୧ଟାରେ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡପର ଶୁଭ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବଳଙ୍ଗା ଥାନା ଅଧିକାରୀ ଦିବ୍ୟ ରଞ୍ଜନ ପଣ୍ଡା ଓ ରଥ ପୁରୁସୋତମପୁର ପଂଚାୟତ ସରପଞ୍ଚ ସୁବାଷ ପଲ୍ଲେଇ ପ୍ରମୁଖ ଉପସ୍ଥିତ ଥିଲେ।