Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ମୟୂରଭଞ୍ଜରେ ବାଜିବନି ଡିଜେ ଓ ପାର୍ବଣ ପାଇଁ ସ୍ଵତନ୍ତ୍ର ଡ୍ରାଇଭ୍ ଚାଲୁ; ବାରିପଦାରେ ପ୍ରତିକ୍ରିୟା ଦେଲେ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର
Baripada M, Mayurbhanj | Sep 13, 2025
ମୟୂରଭଞ୍ଜ ଜିଲ୍ଲାରେ ଆଉ ବାଜିବନି ଡିଜେ, ସୁପ୍ରିମକୋର୍ଟର ନିୟମକୁ କଡାକଡି ପାଳନ କରାଯିବ।ଏନେଇ ଜିଲ୍ଲା ପୋଲିସ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଲେ ପୂର୍ବାଞ୍ଚଳ ଡିଆଜି ପିନାକ ମିଶ୍ର।ପାର୍ବଣ ପାଇଁ ସରକାର ନିର୍ଦ୍ଦେଶ କ୍ରମେ ଚୋରା ନିଶାବେପାରୀ ଉପରେ ସ୍ବତନ୍ତ୍ର ଭାବେ ପ୍ରହାର ଯୋଜନା ଚାଲୁଛି ଓ ବ୍ୟାପକ ପଦକ୍ଷେପ ନେଉଛି ପୋଲିସ। ଆଗକୁ ପାର୍ବଣ ଥିବା ଯୋଗୁଁ ଭିଡ ନିୟନ୍ତ୍ରଣ ଓ ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଶନିବାର ଦିନପ୍ରାୟ ୧ଟାରେ ବାରିପଦାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!