Download Now Banner

This browser does not support the video element.

ବ୍ରହ୍ମଗିରି: ରାମଲେଙ୍କା ଗ୍ରାମ ପଞ୍ଚାୟତରେ ପ୍ରାଧନମନ୍ତ୍ରୀ ଙ୍କ ଜନ୍ମଦିନରେ ବୃକ୍ଷରୋପଣ କ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟିକା

Brahmagiri, Puri | Sep 17, 2025
ବୁଧବାର ୪ଘଟିକା ସମୟରେ କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ପଞ୍ଚାୟତରେ ଭାରତର ଯଶ୍ବଶୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟିକା ଉପାସନା ମହାପାତ୍ର ଜୋଗଦେଇଛନ୍ତି।
Read More News
T & CPrivacy PolicyContact Us