Download Now Banner

This browser does not support the video element.

ଯୋଡା: ଚମ୍ପୁଆ : ବଡବିଲ ରେଞ୍ଜର ରଇଡ଼ା ସିଦ୍ଧ ମଠ ଅଞ୍ଚଳ ଜଙ୍ଗଲରେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

Joda, Kendujhar | May 2, 2024
ପ୍ରବଳ ଖରା ତା' ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଲୋକଙ୍କୁ କଲବଲ କରୁଛି ତେବେ ଆଜି ଅପରାହ୍ନ ୪ ଘଟିକାରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜର ବିଭିନ୍ନ ସଂରକ୍ଷିତ ରଇଡା ଜଙ୍ଗଲରେ ନିଆଁ ଲାଗି ଧୂ ଧୂ ହୋଇ ଜଳୁଛି । ରୋଇଡ଼ା ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ, ବଲାଣି କାରୋ ରିଜର୍ଭ ଫରେଷ୍ଟ ଏବଂ କିରିବୁରୁ ଜଙ୍ଗଲର କେତେକ ସ୍ଥାନରେ ନିଆଁ ଲାଗି ପ୍ରବଳ ବେଗରେ ଜଳୁଛି । ନିଆଁ ଲିଭାଇବାକୁ ବନ ବିଭାଗର ଉଦ୍ୟମ କରି ନାଜେଦମ୍ ହେଉଛି । ସେହିପରି ଭଦ୍ରାସାହି ସନ୍ନିକଟ ୫୨୦ ନଂ ଜାତୀୟ ରାଜପଥ, ରୋଇଡ
Read More News
T & CPrivacy PolicyContact Us