Download Now Banner

This browser does not support the video element.

ବଡଚଣା: ଛତିଆ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ

Badachana, Jajpur | Nov 29, 2024
ଯାଜପୁର ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ରେଡି ଆଜି ହଠାତ ଛତିଆ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ଶିକ୍ଷା ବିଭାଗର ନୋଡାଲ ଅଫିସର, ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରିଣୀ, ବ୍ଲକ ଶିକ୍ଷା ଅଧିକାରିଣୀ, ବଡ଼ଚଣା ମଣ୍ଡଳ ଉନ୍ନୟନ ଅଧିକାରୀ, ଦର୍ପଣ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ପରିସର ବୁଲି ଦେଖିବା ସହ ଶିକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପ୍ରତିକ୍ରିୟା ରଖିଥିଲେ ଜିଲ୍ଲାପାଳ।
Read More News
T & CPrivacy PolicyContact Us