Download Now Banner

This browser does not support the video element.

ଉମରକୋଟ: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ପାଳନ ବର୍ଷ ଅବସରରେ ଉମରକୋଟରେ ଅନୁଷ୍ଠିତ ପଥ ସଞ୍ଚଳନରେ ଯୋଗ ଦେଇଛନ୍ତି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ

Umarkote, Nabarangpur | Oct 2, 2025
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ପାଳନ ବର୍ଷ ଅବସରରେ ଉମରକୋଟରେ ଅନୁଷ୍ଠିତ ପଥ ସଞ୍ଚଳନରେ ଯୋଗ ଦେଇଛନ୍ତି ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ । ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ସେବା ଓ ଦେଶ ଭକ୍ତିର ଉଦ୍ଦେଶ୍ୟ ନେଇ ନିର୍ମାଣ ହୋଇଥିବା ବେଳେ ଆଜି ୧୦୦ ବର୍ଷରେ ପହଞ୍ଚି ପାରିଛି। ରାଷ୍ଟ୍ରର ପ୍ରତ୍ୟେକଟି ମୁହୂର୍ତ୍ତରେ ସମର୍ପଣ ଭାବ ନେଇ କାର୍ଯ୍ଯ କରି ଆସିଛନ୍ତି ସ୍ଵଂୟ ସେବକ। ଶିକ୍ଷା, ସ୍ଵାସ୍ଥ୍ୟ ସାମାଜିକ କଲ୍ୟାଣ ଦିଗରେ କାର୍ଯ୍ଯ କରିବା ସହିତ ବନ୍ୟା ବାତ୍ୟା, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଵଂୟ ସେବକ ମାନେ ସକ୍ରିୟ ଭାବରେ କାର୍ଯ୍ଯ
Read More News
T & CPrivacy PolicyContact Us