This browser does not support the video element.
ଲକ୍ଷ୍ମୀପୁର: ଦଶମନ୍ତପୁର ବ୍ଲକ ସମୁଖରେ ସି ଆର୍ ପି ଏବଂ ଏମ୍ ବି କେ ମାନଙ୍କ ଆନ୍ଦୋଳନ କୁ ବିଜେଡି ଓ କଂଗ୍ରେସ ନେତା ଙ୍କ ସମର୍ଥନ
Lakshmipur, Koraput | Sep 26, 2025
ସ୍ଥାନୀୟ ଦଶମନ୍ତପୁର ବ୍ଲକ ସମୁଖରେ ବସି ଦିର୍ଘ ୫ ଦିନ ହେଲାଣି , ସ୍ଥାୟୀ ନିଯୁକ୍ତି ଓ ସ୍ଥାୟୀ ଦରମା ଟଙ୍କା ଯୋଗାଇ ଦେବାକୁ ମିଶନ ଶକ୍ତି ମହିଳା ମାନେ ଆନ୍ଦୋଳନ କରି ଆସୁଛନ୍ତି। କିନ୍ତୁ ସେମାନଙ୍କ ଗୁହାରି କୁ କେହି ମଧ କର୍ଣ୍ଣପାତ କରୁନାହାନ୍ତି। ଆନ୍ଦୋଳନ କରୁଥିବା ମହିଳା ଙ୍କୁ ଆଶ୍ଵାସନା ଦେଲା ଭଳି ବ୍ଲକ ପ୍ରଶାସନ ପ୍ରତିଶ୍ରୁତି ଦେଇଛି ନାଁ କ୍ଷମତା ସୀନ ନେତା ପଚାରି ବୁଝୁଛି। ତାଙ୍କ ଆନ୍ଦୋଳନ କେହି ଗୁରୁତ୍ବ ଦେଉ ନ ଥିବା ରୁ ସ୍ଥାନୀୟ ବିଜେଡି ଓ କଂଗ୍ରେସ ନେତା ଆନ୍ଦୋଳନ କୁ ସମର୍ଥନ କରୁଥିବା ଶୁକ୍ରବାର ଦିନ୩ଟା ସମୟରେ ଦେଖିବାକୁ ମିଳିଛି।