Download Now Banner

This browser does not support the video element.

ବାସୁଦେବପୁର: ମହାଦେବ ସାହିରେ ଅଗ୍ନିକାଣ୍ଡ ଘଟି 12 ବଖରା ଘର ଭସ୍ମୀଭୂତ

Basudebpur, Bhadrak | Apr 16, 2024
ମହାଦେବ ସାହିରେ ସୋମବାର ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି 12ବଖରା ଘର ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହେଇଯାଇଛି । ତେବେ ପରିବାର ଲୋକେ ଶୋଇଥିବା ସମୟରେ କୌଣସି କାରଣରୁ ଘରେ ନିଆଁ ଲାଗଯାଇଥିବା ବେଳେ ବାସୁଦେବପୁର ଦମକଳ ବାହିନୀ ପହଞ୍ଚିବା ବେଳକୁ ସବୁକିଛି ପୋଡି ପାଉଁଶ ହେଇଯାଇଥିଲା। ମଙ୍ଗଳବାର ବାସୁଦେବପୁର ତହସିଲଦାର ଓ ସ୍ଥାନୀୟ ଆରଆଇ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ବିପନ୍ନଙ୍କୁ ପଲିଥିନ ଯୋଗାଇ ଦେଇଥିଲେ।
Read More News
T & CPrivacy PolicyContact Us