Download Now Banner

This browser does not support the video element.

କେନ୍ଦ୍ରାପଡା: ଚଣ୍ଡିଆପଲ୍ଲୀ ଗ୍ରାମରେ ବ୍ଲକ ସ୍ତରୀୟ ଗୁରୁ ଦିବସ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

Kendrapara, Kendrapara | Sep 5, 2025
ଆଜି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମହାକାଳପଡା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଏହାର ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳୀ ମହାକାଳପଡ଼ା ଅନ୍ତର୍ଗତ ଚଣ୍ଡିଆପଲ୍ଲୀ ଗ୍ରାମରେ କାର୍ଯ୍ୟକର୍ତ୍ତା,ଜନସାଧାରଣ ଏବଂ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମହୋଦୟ ଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି । ଓ ପରେ ସେ ଚଣ୍ଡିଆପଲ୍ଲୀ ଗ୍ରାମରେ ଆୟୋଜିତ ହୋଇଥିବା ବ୍ଲକ ସ୍ତରୀୟ ଗୁରୁ ଦିବସ କାର୍ଯ୍ୟକ୍ରମରେ ଆଜି ପ୍ରାୟ ୫ ଘଣ୍ଟିକା ସମୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ
Read More News
T & CPrivacy PolicyContact Us