Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ନରେନ୍ଦ୍ର କୋଣ ବୃନ୍ଦାବତୀ ନିବାସ ରେ ହବିଷ୍ୟାଳି ମାନେ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କଲେ l

Puri M, Puri | Oct 6, 2025
ନରେନ୍ଦ୍ର କୋଣ ବୃନ୍ଦାବତୀ ନିବାସ ରେ ହବିଷ୍ୟାଳି ମାନେ ଅସନ୍ତୋଷ l କାର୍ତ୍ତିକ ମାସରେ ହବିଷ୍ୟାଳି ମା ମାନେ ଶ୍ରୀକ୍ଷେତ୍ର ଛୁଟି ଆସନ୍ତି ହବିଷ ବ୍ରତ ପାଳନ କରିବାକୁ l ହେଲେ ଆଜି କିଛି ହବିଷ୍ୟାଳି ମା ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l କାରଣ ସେମାନଙ୍କ ନାମ ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l
Read More News
T & CPrivacy PolicyContact Us