Download Now Banner

This browser does not support the video element.

ଛତ୍ରପୁର: ଓକିଲାତି ଅନ୍ୟ ପେସାରେ ଥିଲେ ରୁଜୁ ଫୌଜଦାରୀ ମାମଲା,ବାର୍ କାଉନସିଲ୍ ନିଷ୍ପତ୍ତିକୁ ସ୍ବାଗତ କରି ବ୍ରହ୍ମପୁରରେ ପ୍ରତିକ୍ରିୟା ରଖିଲେ ଆଇନଜୀବୀ

Chhatrapur, Ganjam | Aug 30, 2025
ଓକିଲାତି ଲାଇସେନ୍ସଧାରୀ ଅନ୍ୟ ପେସାରେ ଥିଲେ ରୁଜୁ ହେବ ଫୌଜଦାରୀ ମାମଲା। ରାଜ୍ୟ ବାର୍ କାଉନସିଲ୍ ନିଷ୍ପତ୍ତି ପରେ ଏନେଇ ବ୍ରହ୍ମପୁର ରେ ଆଇନଜୀବୀ ସ୍ବାଗତ କରିଛନ୍ତି ।ଶନିବାର ଅପରାହ୍ଣରେ ବ୍ରହ୍ମପୁର କୋର୍ଟ ପରିସରରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ ।
Read More News
T & CPrivacy PolicyContact Us