This browser does not support the video element.
ଡାବୁଗାଁ: ସେମଳା ଠାରେ ସି.ଆର.ସି.ସି. ତରଫରୁ ପ୍ରଧାନ ଶିକ୍ଷକ ମାନଙ୍କ ସହ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଟ୍ରେନିଂ ଅନୁଷ୍ଠିତ
Dabugan, Nabarangpur | Aug 30, 2025
ସେମଳା ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସିଙ୍କ ଆନୁକୁଲ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କ ଯୋଗଦାନରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଟ୍ରେନିଂ ଅନୁଷ୍ଠିତହେଲା। ନବ ଭାରତ ସାକ୍ଷର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଧାନ ଶିକ୍ଷକ ତରଫରୁ ୧୫ ରୁ ୩୫ ବର୍ଷ ଲୋକଙ୍କୁ ସର୍ଭେକ୍ଷଣ କରି ଶିକ୍ଷିତ କରିବା ପାଇଁ ସମାଜରେ ଶିକ୍ଷକର ଗୁରୁଦାୟିତ୍ୱ ବାବଦରେ ଆଲୋକ ପାତ କରିଥିଲେ ସି ଏର ସିସି।ଆଜିର ବୈଠକରେ ପାପଡାହାଣ୍ଡି ଏବିଇଓ ଯୋଗଦେଇଥିଲେ ଏହା ସହସେମେଳା କ୍ଳଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ବୈଠକରେ ଅଂଶ ଗ୍ରହଣ କରିଥିଲେ।