Download Now Banner

This browser does not support the video element.

ଗୋବିନ୍ଦପୁର: ବାମରା ବଡ଼ ଡୁମେରମୁଣ୍ଡା ଠାରେ ଜଣେ ବ୍ୟକ୍ତି ଙ୍କୁ ନିସ୍ତୁକ ମାଡ ନେଇ ଥାନା ରେ ଅଭିଯୋଗ

Govindpur, Sambalpur | Aug 28, 2025
ବାମରା ସ୍ଥିତ ବଡ଼ ଡୁମେରମୁଣ୍ଡା ଠାରେ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ୨ ଜଣ ବ୍ୟକ୍ତି ନିସ୍ତୁକ ମାଡ ମାରିଥିବା ସେ ଗୋବିନ୍ଦପୁର ଥାନା ରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ବୁଧବାର ସନ୍ଧ୍ୟା ସମୟରେ ଲକ୍ଷ୍ମୀଧର ଖଡିଆ ଖେତରେ କାମ କରୁଥିବା ବେଳେ କୌଣସି ଏକ ସାମାନ୍ୟ କଥା କୁ କେନ୍ଦ୍ର କରି ସ୍ଥାନୀୟ ୨ ଜଣ ବ୍ୟକ୍ତି ମିଶି ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ସେ ଗୋବିନ୍ଦପୁର ଡାକ୍ତରଖାନା ରେ ଚିକିତ୍ସିତ ହେବା ପରେ ଗୁରୁବାର ସନ୍ଧ୍ୟା ୬ ଟା ସମୟରେ ଗୋବିନ୍ଦପୁର ଥାନା କୁ ଆସି ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us