This browser does not support the video element.
ଜୁଜୁମୁରା: ସମ୍ବଲପୁର ଡିଏଫଓଙ୍କୁ ଦେବଝରଣ ବିକାଶ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ
Jujomura, Sambalpur | Sep 11, 2025
ସମ୍ବଲପୁର ଡିଏଫଓଙ୍କୁ ଦେବଝରଣ ବିକାଶ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଅନ୍ତର୍ଗତ ଦେବଝରଣର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଗୁରୁବାର ସକାଳେ ଦେବଝରଣ ବିକାଶ ମଞ୍ଚ ପକ୍ଷରୁ ସମ୍ବଲପୁର ଡିଏଫଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଗକୁ ପିକନିକ ରୁତୁ ଆସୁଥିବାରୁ ମୋଟର ବୋଟ୍ ଓ ପେଡେଲ ବୋଟ୍ ଚାଲୁକଲେ ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି ପାଇବ , ଭୋଜି ପାଇଁ ନୂତନ ପିଣ୍ଡି , ଜଳ ପ୍ରପାତ ନିକଟରେ ବ୍ୟାରିକେଡ଼ର ବ୍ୟବସ୍ଥା ଝରଣାର ଉପରକୁ ଯିବା ପାଇଁ ନାଳ ଉପରେ ଲୁହାର ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି l