Download Now Banner

This browser does not support the video element.

ବାଲିକୁଦା: ଆମ୍ବଶାଳ କଲ୍ୟାଣ ମଣ୍ଡପରେ ବିଜେଡି ତରଫରୁ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ

Balikuda, Jagatsinghpur | Apr 17, 2024
ଆଜି ବିଜେଡି ତରଫରୁ ଆମ୍ବଶାଳ କଲ୍ୟାଣ ମଣ୍ଡପରେ ବିଜୁ ବାବୁଙ୍କ 27ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି l ଏଥିରେ ବିଧାୟକଙ୍କ ସମେତ ଅନେକ ଦଳୀୟ କର୍ମୀ ଯୋଗଦାନ କରିଥିଲେ l ଏହି ଅବସରରେ ବିଜୁ ବାବୁଙ୍କ ଜୀବନୀ ଉପରେ ଆଲୋଚନା କରାଯାଇଥିଲା l
Read More News
T & CPrivacy PolicyContact Us