Install App
bebinamalla123
This browser does not support the video element.
କେନ୍ଦ୍ରାପଡା: ଭରତପୁର ଓ ବଗଡ଼ା ପଂଚାୟତରେ ଦେହାନ୍ତ ହୋଇଥିବା ବିଭନ୍ନ ବ୍ୟକ୍ତିଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ଗଣେଶ୍ୱର ବେହେରା
Kendrapara, Kendrapara | Sep 12, 2025
କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ଓ ବଗଡ଼ା ପଞ୍ଚାୟତରେ ସଦ୍ୟ ଦେହାନ୍ତ ହୋଇଥିବା ବିଭିନ୍ନ ବ୍ୟକ୍ତିଙ୍କ ପରିବାରଙ୍କୁ ଆଜି ପ୍ରାୟ ଏକ ଘଣ୍ଟିକା ସମୟରେ ଭେଟି ସମବେଦନା ଜଣାଇଲେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ।ବିଧାୟକ ବେହେରା ମୃତକଙ୍କ ଘରକୁ ପହଞ୍ଚି ପରିବାର ସଦସ୍ୟଙ୍କ ସହ କଥାହେବା ସହ ସେମାନଙ୍କ ଦୁଃଖରେ ସହଭାଗୀ ହେଲେ ।ସେ କହିଥିଲେ, ପରିବାରର ଏହି ଦୁଃଖଦ ସମୟରେ ସେ ସମ୍ପୂର୍ଣ୍ଣ ସହାୟତା ପାଇଁ ସଦା ପ୍ରସ୍ତୁତ ।
Share
Read More News
T & C
Privacy Policy
Contact Us
Your browser does not support JavaScript!