Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: କୋଚିଲାଘାଟି ଗ୍ରାମ ନିକଟରେ ଗଛକୁ ଧକ୍କା ଦେଇ ଦୁଇ ନାବାଳକଙ୍କ ମୃତ୍ୟୁ
Baripada M, Mayurbhanj | Aug 28, 2025
ଲୁଲୁଙ୍ଗ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣା ଘଟି ଦୁଇ ଜଣ ନାବାଳକ ବନ୍ଧୁଙ୍କ ମୃତ୍ୟୁ ହୋଇଛି। ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇ ଘଟଣାସ୍ଥଳରେ ଦୁଇ ଜଣକ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବାଙ୍ଗିରିପୋଷି ଅଞ୍ଚଳର ଶୁଭମ ନାଏକ ଓ ରାକେଶ ନାଏକ।
Share
Read More News
T & C
Privacy Policy
Contact Us
Your browser does not support JavaScript!