Download Now Banner

This browser does not support the video element.

ସୋନପୁର: ବ୍ଲକ ଛକ ଦୁର୍ଗାପୂଜା କମିଟି ପକ୍ଷରୁ ବ୍ଲକ ଛକ ଠାରେ ସାମ୍ବାଦିକ ସମ୍ବିଳନୀ

Sonapur, Subarnapur (Sonepur) | Sep 28, 2025
ଏଥର ଜମକିବ ସୋନପୁର ବ୍ଲକ ଛକ ଦୁର୍ଗାପୂଜା l ଏଥର ପ୍ରମୁଖ ଆକର୍ଷଣ ସାଜିବ ବାଣ ପ୍ରତିଯୋଗିତା l ଚଳିତ ବର୍ଷ ସୋନପୁର ବ୍ଲକ ଛକ ଦୁର୍ଗାପୂଜା 16 ତମ ବର୍ଷରେ ପ୍ରଦାର୍ପଣ କରିଥିବାବେଳେ ପୂଜାକୁ ଆକର୍ଷଣୀୟ କରିବାକୁ କମିତୀ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି l ଆଜି ସନ୍ଧ୍ୟାରେ ସ୍ଥାନୀୟ ମହାନଦୀ ଘଟରୁ କଳସରେ ଜଳଭର୍ତ୍ତିକରି ଏକ ସାଂସ୍କୃତିକ ଶୋଭାଯାତ୍ରାରେ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଛି l ଆସନ୍ତାକାଲି ସକାଳୁ ମଣ୍ଡପରେ ଅପ୍ତମୀ ପୂଜାରୁ ମା ଦୁର୍ଗାଙ୍କ ପୂଜା ଆରାଧନା ଆରମ୍ଭ ହେବ l
Read More News
T & CPrivacy PolicyContact Us