Download Now Banner

This browser does not support the video element.

ବୀରମହାରାଜପୁର: ମରିଚପୁର ନଦୀକୂଳରେ ଥିବା ଏଲ୍ ଆଇ ପଏଣ୍ଟରୁ 15 ଏଚପି ପାନିପମ୍ପ ଚୋରି ଅଭିଯୋଗରେ ଜଣେ ନାବାଳକ ସମେତ ତିନି ଜଣ ଗିରଫ

Biramaharajpur, Subarnapur (Sonepur) | Sep 28, 2025
ବିରହରଜପୂର୍ ଥାନା ଅନ୍ତର୍ଗତ ମରିଚପୁର ନଦୀ କୂଳରେ ଥିବା ଏଲ୍ ଆଇ ପଏଣ୍ଟରୁ 15 ଏଚପି ପାନିପମ୍ପ ଚୋରି କରିଥିବା ଅଭିଯୋଗରେ ଜଣେ ନାବାଳକ ସମେତ ତିନିଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି l ସୂଚନା ଅନୁସାରେ ଗତକାଲି ରାତିରେ ଦୃର୍ବୁତ୍ତ ମାନେ ନଦୀକୂଳରେ ଥିବା ପମ୍ପ ହାଉସର ତାଲା କାଟି ପାନି ପମ୍ପ ଚୋରି କରୁଥିଲେ l ସେହି ସମୟରେ କିଛି ଲୋକ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ମଟର ଖୋଲା ଯାଇଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ l ସେହି ସମୟରେ ତିନି ଜଣ ଦୃର୍ବୁତ୍ତ ଗ୍ରାମର ଲୋକମାନଙ୍କୁ ଦେଖି ଏକ ବାଇକରେ ଫେରାର ମାରିଥିଲେ l ଗ୍ରାମବାସୀ ଦୃର୍ବୁତ୍ତ ମାନଙ୍କ ପିଛା କରୁଥିବା ବେଳ
Read More News
T & CPrivacy PolicyContact Us