This browser does not support the video element.
ପାଲଲହଡା: ପାଳଲହଡା ସ୍ଥିତ ପଞ୍ଚାୟତ ଭବନ ଠାରେ ବିଜୁ ଜନତା ଦଳର ସଦସ୍ୟତା ଅଭିଯାନ ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Palalahada, Angul | Nov 18, 2024
ଅନୁଗୋଳ ଜିଲ୍ଲା ପାଳଲହଡା ସ୍ଥିତ ପଞ୍ଚାୟତ ଭବନ ଠାରେ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳ ପକ୍ଷରୁ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ସୋମବାର ଦିନ ୧ସମୟରେ ଜଣାପଡିଛି। ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ପାଇଁ ପାଲଲହଡ଼ାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକେଶ କୁମାର ପାଳଙ୍କ ନେତୃତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜୁ ଜନତା ଦଳର ପାଳଲହଡା ବ୍ଲକ ସଭାପତି ,ପଞ୍ଚାୟତ ସଭାପତି, ସମ୍ପାଦକ, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଅଧକ୍ଷ ଏବଂ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ।