This browser does not support the video element.
ଜୁଜୁମୁରା: ପଡିଆବାହାଲ ଠାରେ ସେବା ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ
Jujomura, Sambalpur | Sep 29, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଠାରୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରାଯିବା ଅବସରରେ ସୋମବାର ସକାଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରେଢ଼ାଖୋଲ ବିଧାନସଭା ଅନ୍ତର୍ଗତ ପଡିଆବାହାଲ ମଣ୍ଡଳ ଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା, ଏହି ଶିବିରରେ ୧୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଏଥିରେ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର , ସଭାନେତ୍ରୀ ସସ୍ମିତା ରାଣୀ ଦେହୁରୀ , ପ୍ରମୋଦ ସାହୁ , ନେତ୍ରାନନ୍ଦ ରାଉଳ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l