This browser does not support the video element.
ବୀରମହାରାଜପୁର: ବୀରମହାରାଜପୁର ମୈତ୍ରୀ ସଦନ ଠାରେ ରାଜ୍ୟ ସ୍ତରୀୟ ମାର୍ସଲ ଆର୍ଟ ପଞ୍ଚାକ ସିଲାଟ କୃତି ପ୍ରତିଯୋଗୀ ମାନଙ୍କୁ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ
Biramaharajpur, Subarnapur (Sonepur) | Sep 7, 2025
ବୀରମହାରାଜପୁର ମୈତ୍ରୀ ସଦନ ଠାରେ ରାଜ୍ୟ ସ୍ତରୀୟ ମାର୍ସଲ ଆର୍ଟ ପଞ୍ଚାକ ସିଲାଟ କୃତି ପ୍ରତିଯୋଗୀ ମାନଙ୍କୁ ସମର୍ଦ୍ଧନା ଉତ୍ସବ ଆଜି ଦିନ ପ୍ରାୟ 1ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l l ପଞ୍ଚlକ ସିଲାଟ ଆଶ୍ସୋସିଏସନ ର ସଭାପତି ନୀଳାମ୍ବର ହୋତା ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ କୁମାର ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ବକ୍ତା ଭାବରେ କିଶୋର ହୋତା ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଆତ୍ମା ର ବ୍ଲକ ସଭାପତି ବିବସ୍ୱତୀ ପଣ୍ଡା, ବ୍ଲ