Install App
sushantpattnayak1983
This browser does not support the video element.
ମାଲକାନଗିରି: ଦିଲ୍ଲୀ ସ୍ଥିତ ବାସଭବନରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ କୋରୁକୋଣ୍ଡା ଅଞ୍ଚଳର ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦେଲେ ନବରଙ୍ଗପୁର ସାଂସଦ
Malkangiri, Malkangiri | Sep 6, 2025
ନବରଙ୍ଗପୁର ସାଂସଦ ନିଜ ବାସଭବନରେ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଥିବା କୋରକୁଣ୍ଡା ବ୍ଲକ କଣ୍ଡେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରାଣା କୁଂ ସମ୍ବର୍ଦ୍ଧନା ଦେଇଛନ୍ତି ।ଶନିବାର ପୂର୍ବାହ୍ନରେ ସମ୍ବର୍ଦ୍ଧନା ଦେଇଛନ୍ତି ସାଂସଦ ବଳଭଦ୍ର ମାଝୀ ।
Share
Read More News
T & C
Privacy Policy
Contact Us
Your browser does not support JavaScript!