Download Now Banner

This browser does not support the video element.

ବାଲିଗୁଡା: ବାଲିଗୁଡା ବ୍ଲକ ଛକ ଠାରେ କନ୍ଧମାଳ RTO ପକ୍ଷରୁ ଗାଡି ଫିଟନେସ କର୍ମଶାଳା ଅନୁଷ୍ଠିତ,

Baliguda, Kandhamal | Sep 6, 2025
ବାଲିଗୁଡା ବ୍ଲକ ଛକ ଠାରେ କନ୍ଧମାଳ RTO ପକ୍ଷରୁ ଗାଡି ଫିଟନେସ କର୍ମଶାଳା ଅନୁଷ୍ଠିତ, ଏହି କାଯ୍ୟକ୍ରମ ଟି ଶନିବାର ଦିନ 11ଘଣ୍ଟିକା ରେ ଆରମ୍ଭ ହଇ ଅପରାହ୍ନ 3ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା, ଆଜିର ଏହି କାଯ୍ୟକ୍ରମ ରେ TIଏବଂ RTO କର୍ମଚାରୀ ଉପସ୍ଥିତ ରହି ଗାଡିମଟର କୁଯାଞ୍ଚକରିବା ସହ ଫିଟନେସ ସାଟିଫିକେଟ ପ୍ରଦାନ କରାଯାଇଛି
Read More News
T & CPrivacy PolicyContact Us