This browser does not support the video element.
ଢେଙ୍କାନାଳ ସଦର: ଖୁଣ୍ଟୁଝରି ଗ୍ରାମ ଭାଉଜ ହତ୍ୟା ଘଟଣାରେ ଦିଅରକୁ ଆଜିବନ କାରାଦଣ୍ଡ ଶୁଣାଇଲେ ଜିଲ୍ଲା ସିଲଭକେଟ
Dhenkanal Sadar, Dhenkanal | Sep 12, 2025
ଢେଙ୍କାନାଳ ସଦର ଥାନା ଖୁଣ୍ଟୁଝରି ରଗଡି ସାହିରେ ଗତ ୫.୫.୨୦ ମସିହାରେ ଦିଅର ସୁରେଶ ବେହେରା ଗୋଡାଇ ଗୋଡାଇ କଟୁରି ଚୋଟରେ ଆକ୍ରମଣ କରିଥିବାରୁ ଭାଉଜ ତୁଳସୀ ବେହେରାଙ୍କର ମୃତ୍ୟୁ ହୋଇଥିଲା I ଏ ସଂପର୍କରେ ତୁଳସୀ ଙ୍କ ସ୍ଵାମୀ ସଦର ଥାନାରେ ମାମଲା ରୁଜୁ କରିଥିଲେ ।ଏହି ଘଟଣାର ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରଣତି ସାହା ଏହାକୁ ବିଚାରକରି ଅଭିଯୁକ୍ତ ସୁରେଶଙ୍କୁ ଆଜିବନ କରାଦଣ୍ଡ ଶୁଣାଇଛନ୍ତି। ଏବଂ ୫୦ ହଜାର ଟଙ୍କା ଜୋରିମାନ ଅନାଦେୟ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।