Install App
bholeswarpatra10
This browser does not support the video element.
ତେଲକୋଇ: ପୁରୁଷତ୍ତମପୁର ଗାଁ ଅଞ୍ଚଳରେ ଗୋଠ ଛଡ଼ା ଦନ୍ତା, ସମାକୁଦ ଅଞ୍ଚଳରେ ପଲୁଆ ହାତୀ ଥିବା ସୂଚନା ଦେଲା ତେଲକୋଇ ବନ ବିଭାଗ
Telkoi, Kendujhar | Aug 25, 2025
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ସେକ୍ସନ ପୁରୁଷତ୍ତମପୁର ଗାଁଗୋଠଛଡ଼ା ଦନ୍ତା ଏବଂ ସମାକୁଦ ଗାଁରେ ପଲୁଆ ହାତୀ ଥିବାର ସୂଚନା ଦେଲା ତେଲକୋଇ ବନ ବିଭାଗ। ଏହି ଅଞ୍ଚଳର ଲୋକେ ରାତ୍ରୀ ରେ ସତର୍କ ରହିବାକୁ ଆଜି ସଂଧ୍ୟା ସାତଟା ସମୟର ସୂଚନା ଦେଲା ବନ ବିଭାଗ ।
Share
Read More News
T & C
Privacy Policy
Contact Us
Your browser does not support JavaScript!