This browser does not support the video element.
ଆଠମଲ୍ଲିକ: ବଇଣ୍ଡା ଅଞ୍ଚଳରେ ଗାଡି ମୋଟର ଯାଞ୍ଚ, ବାଇକ ଜବତ ଓ ଜଣେ ଗିରଫ
Athmallik, Angul | Aug 26, 2025
ଆସୁଥିବା ସମସ୍ତ ବାଇକ ଗୁଡିକ ଅଟକାଇ ଯାଞ୍ଚ କରା ଯାଇଥିଲା । ଏହି ସମୟ ରେ ମଦ୍ୟପାନ କରି ବାଇକ ଚଳଉଥିବା ଅଭିଯୋଗ ରେ ହଣ୍ଡପା ଥାନା ଅଞ୍ଚଳ ର ରାକେଶ କୁମାର ପ୍ରଧାନ ଙ୍କୁ ଗିରଫ କରା ଯାଇଛି । ଏଥିସହ ତାଙ୍କ ବାଇକ କୁ ଜବତ କରାଯାଇଛି । ଏ ନେଇ ନମ୍ବର ୨୪୩/୨୫ ରେ ଏକ ମାମଲା ରୁଜୁ କରାଯାଇଛି । ଏ ନେଇ ହଣ୍ଡପା ପୋଲିସ ମଙ୍ଗଳବାର ସନ୍ଧ୍ୟା 6.30 ରେ ସୂଚନା ଦେଇଛି