This browser does not support the video element.
ତାଳଚେର ସଦର: କଣିହାଁ ପ୍ରଜାମଣ୍ଡଳ ଭବନ ଠାରେ ୮୮ତମ ପ୍ରଜାମଣ୍ଡଳ ଜୟନ୍ତୀ ପାଳିତ
Talcher Sadar, Angul | Sep 6, 2025
କଣିହାଁ ପ୍ରଜାମଣ୍ଡଳ ଭବନ ଠାରେ ତାଳଚେର ସ୍ଵାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ,କଣିହାଁ ପକ୍ଷରୁ ଶନିବାର ମଦ୍ଧ୍ୟାହ୍ନ ୧୨ ଘଟିକା ସମୟରେ ଆୟୋଜିତ “ପ୍ରଜାମଣ୍ଡଳ”ର ୮୮ତମ ଜନ୍ମ ଜୟନ୍ତୀ ଉତ୍ସବ"ରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ,ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ଅତିଥିମାନଙ୍କ ଗହଣରେ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନୀତ କରାଯାଇଥିଲା ।