This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଏଫ୍ ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାରେ ୪ ଅଭିଯୁକ୍ତ SDJM କୋର୍ଟ ରେ ହାଜର
Baleshwar M, Balasore | Oct 8, 2025
ବାଲେଶ୍ଵର ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟଶ୍ରୀ ଆତ୍ମହତ୍ୟା ଘଟଣା । ଗିରଫ ୪ ଅଭିଯୁକ୍ତ ଙ୍କ ବାଲେଶ୍ଵର ଏସ ଡି ଜେ ଏମ ଙ୍କ କୋର୍ଟ ରେ ଆଜି ପୂର୍ବାହ୍ନ ୧୧ ଟା ସମୟରେ ହାଜର କରାଯାଇଛି। ଏସ ଡି ଜେ ଏମ ଙ୍କ କୋର୍ଟରେ ହାଜର ହେଲେ ପୂର୍ବତନ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ, ଅଧ୍ୟାପକ ସମୀର ସାହୁ , ଛାତ୍ର ନେତା ସୁଭ୍ର ସମ୍ବିତ ନାୟକ ଓ ଜ୍ୟୋତି ପ୍ରକାଶ ବିଶ୍ଵାଳ । ଆଜି ଏହି ମାମଲା ର ରହିଛି କମିଟିମେଣ୍ଟ। ଏହି କେସ ଆଜିଠାରୁ ତଳ କୋର୍ଟ ରୁ ଜିଲ୍ଲା ଜର୍ଜ ଙ୍କ କୋର୍ଟ କୁ ସ୍ଥାନାନ୍ତର ହେବ ବୋଲି ଜଣାପଡିଛି।