Download Now Banner

This browser does not support the video element.

ଭଟଲି: ଭଟଲି ବ୍ଳକ ସଭାଗୃହରେଜିଲ୍ଲାପାଳଙ୍କଜନଅଭିଯୋଗ ଶୁଣାଣୀ

Bhatli, Bargarh (Baragarh) | Sep 1, 2025
ଭଟଲିବ୍ଲକ ସଭାଗୃହ ଠାରେ ଆଜି ଦିନ ୨ଟା ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲାl ଏଥିରେ ବରଗଡ଼  ଜିଲ୍ଲାପାଳ ଆଦିତ୍ୟ ଗୋୟଳ ଉପସ୍ଥିତ ରହି ଲୋକମାନଙ୍କ ବିଭିନ୍ନ ସମସ୍ୟା ସମାଧାନର ଦିଗ ଉପରେ ଆଲୋକପାତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟ ଲୁହା, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ଭଟଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ଭଟଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର, ତହସିଲଦାର ରାମକୃଷ୍ଣ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ।
Read More News
T & CPrivacy PolicyContact Us