This browser does not support the video element.
ପାରଳାଖେମୁଣ୍ଡି: ଚନ୍ଦ୍ରଗିରି ରେ ବାହୁଡା଼ ଯାତ୍ରା ରେ ରାମାୟଣ
Paralakhemundi, Gajapati | Jul 16, 2024
ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ପଂଚାୟତ ସ୍ଥାନୀୟ ଆଡପ ମଣ୍ଡପ ରୁ ରଥଟଣା ଯାଇ ଅଧା ରାସ୍ତା ରେ ଅଟକିଥିଲା ମଙ୍ଗଳବାର 12ରେ ସଂସ୍କୃତିକ କାର୍ଯ୍ୟକ୍ରମ ରାମାୟଣ ନାଟକ ଅନୁଷ୍ଠିତ ହେଇଛି ଭକ୍ତ ମାନେ ରଥରୁଡ଼ ଠାକୁର ଙ୍କୁ ଦର୍ଶନ କରି ନାଟ ଦେଖି ମଜା ନେଇଛନ୍ତି