Install App
arunkshadangi40
This browser does not support the video element.
ଜି ଉଦୟଗିରି: ବାଲନ୍ଦପଡା ଠାରେ ମା ଗୃହ ଉଚ୍ଚବ କାର୍ଯ୍ୟକ୍ରମରେ ବେଟି ବଚାଓ ବେଟି ପଢାଅ କାର୍ଯ୍ୟକ୍ରମ ଅନୁଷ୍ଠିତ, ସରପଞ୍ଚ ପତାକା ଦେଖାଇ ଉଦଘାଟନ କଲେ
G Udayagiri, Kandhamal | Sep 5, 2025
ବାଲନ୍ଦପଡା ଠାରେ ମା ଗୃହ ଉଚ୍ଚବ କାର୍ଯ୍ୟକ୍ରମରେ ବେଟି ବଚାଓ ବେଟି ପଢାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି. ଏହାକୁ ସରପଞ୍ଚ ନିରାକର ନାୟକ ପତାକା ଦେଖାଇ ଉଦଘାଟନ କରିଥିଲେ. ବାଲାନ୍ଦପଡା ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଦୀପ୍ତି ରଞ୍ଜନ ନନ୍ଦ, ପ୍ରଧାନ ଶିକ୍ଷକ ରାମ ଚନ୍ଦ୍ର ବେହେରା,ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା ଦେବି ପ୍ରସାଦ ସାମଲ, ସ୍ୱାତୀ ପକ୍ଷରୁ ପ୍ରଦୀପ କୁମାର ସ୍ୱାଇଁ, ବିଶ୍ୱ ରଞ୍ଜନ କର ପ୍ରମୁଖ ଯୋଗ ଦେଇଥିଲେ.
Share
Read More News
T & C
Privacy Policy
Contact Us
Your browser does not support JavaScript!