This browser does not support the video element.
ତେଲକୋଇ: ସାଙ୍କୋଇ ଉତ୍ପାତିଆ ପଲୁଆ ହାତୀଙ୍କହାତୀଙ୍କୁ ନେଇ ସୂଚନା ଦେଲା ବନବିଭାଗ
Telkoi, Kendujhar | Sep 12, 2025
ସାଙ୍କୋଇ ଅଞ୍ଚଳରେ ଉୟର ବାତାବରଣ ,ପଲୁଆ ହାତୀଙ୍କ ମଧ୍ୟରେ ଚାଳିସରୁ ଉର୍ଦ୍ଧ ହାତୀ ଅଛନ୍ତି ।କୁଲାଡ଼େରା ,ଅହିଗୋଳା , ଟେଣ୍ଟେଇ ନାଳି , ବୁଢ଼ା ଆମ୍ବ , ବେଣା, ରାଙ୍କି ,ପଡ଼ାଙ୍ଗ ଅଞ୍ଚଳ ରାତ୍ରୀରେ ସତର୍କ ରହିବାକୁ ତେଲକୋଇ ବନବିଭାଗର ଆଜି ସଂଧ୍ୟା ଛଅଟା ସମୟର ସୂଚନା l