Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବାଜ୍ରକବାଟି ରୋଡ ସ୍ଥିତ ବୋର୍ଡ ସ୍କୁଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Cuttack M Corp PS, Cuttack | Aug 23, 2025
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ୧୦ ଟାରେ ବୋର୍ଡ ସ୍କୁଲ ପରି ଦର୍ଶନ କରିବା ସହିତ ଶିକ୍ଷ୍ୟା ବ୍ୟବସ୍ଥାର ତଦାରଖ କରିଥିଲେ, ବିଦ୍ୟାର୍ଥୀ ଙ୍କୁ ଗୁଣବତ୍ତା ଶିକ୍ଷା ସହ ପୋଷଣ ପ୍ରଦାନ କରାଯିବ ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ବୋର୍ଡ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us