Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଆନ୍ତର୍ଜାତିକ ମହିଳା ସମାନତା ଦିବସ ରେମୁଣା +୨ କଲେଜ ରେ ପାଳିତ,ଯୋଗ ଦେଲେ ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା

Baleshwar M, Balasore | Aug 26, 2025
ଏନ ଏସ ଏସ ପକ୍ଷରୁ ଆଜି ଦିନ ଗୋଟାଏ ବେଳେ ରେମୁଣା +୨ କଲେଜ ଠାରେ ଆନ୍ତର୍ଜାତିକ ମହିଳା ସମାନତା ଦିବସ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଯୋଗ ଦେଇ ସମାଜ ରେ ଚାଲିଥିବା ଲିଂଗ ଗତ ବିଭେଦ ଦୂରେଇବା ସହିତ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର ରହିଛି ବୋଲି ବକ୍ତବ୍ୟରେ କହିଥିଲେ।ଏହି କାର୍ଯ୍ୟକ୍ରମରେ କଲେଜ ର ଅଧ୍ୟକ୍ଷ,ଅଧ୍ୟାପକ,ଅଧ୍ୟାପିକା, ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ।
Read More News
T & CPrivacy PolicyContact Us