This browser does not support the video element.
ପିପିଲି: ଥାନା ଅନ୍ତର୍ଗତ ଏକ ଗ୍ରାମରେ ନାବାଳିକା ଅପହରଣ ମାମଲା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
Pipili, Puri | Sep 10, 2025
ପିପିଲି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକା ଅପହରଣ ମାମଲାରେ ପୋଲିସ ଅଭିଯୁକ୍ତକୁ ଗତକାଲି ଉତ୍ତରା ଛକରୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତ ପିପିଲି ଥାନା ଅନ୍ତର୍ଗତ ତେଇଶି ପୁର ଗ୍ରାମର କୈବଲ୍ୟ ବେହେରା ବୋଲି ପୋଲିସ ସୂଚନା ଦେଇଛି। ଆଜି ଅପରାହ୍ନ ତିନିଟା ରେ ଅଭିଯୁକ୍ତ କୈବଲ୍ୟକୁ କୋର୍ଟ ଚାଲାଣ କରାଯାଇଛି।