Download Now Banner

This browser does not support the video element.

କୋଟପାଡ: ବ୍ରାହ୍ମଣଗୁଡା ରାସ୍ତା ମରାମତି ପାଇଁ ରାସ୍ତା କୁ ଓ଼ଲ୍ଳେହେଇଲେ ଗାଁ ଲୋକେ, ପ୍ଲା କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କଲେ ୬ ଖଣ୍ଡ ଗ୍ରାମବାସୀ l

Kotpad, Koraput | Aug 30, 2025
ବ୍ରାହ୍ମଣଗୁଡା ରାସ୍ତା ମରାମତି ପାଇଁ ରାସ୍ତା କୁ ଓ଼ଲ୍ଳେହେଇଲେ ଗାଁ ଲୋକେ, ପ୍ଲା କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କଲେ  ୬ ଖଣ୍ଡ ଗ୍ରାମବାସୀ l ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତର ବ୍ରାହ୍ମଣଗୁଡା ଠାରେ ଆଜି ଅପରାହ୍ନ ଚାରିଟା ସମୟରେ ଏଭଳି ଚିତ୍ର ଦେଖିବକୁ ମିଳିଛି l ୧୨ ବର୍ଷ ତଳେ ନିର୍ମାଣ ହୋଇଥିବା ରାସ୍ତା ବର୍ତ୍ତମାନ ଖାଲଖମା ଭରି ଯାଇଛି। ବହୁବାର ପ୍ରଶାସନକୁ ଗୁହାରୀ କରିବା ସତ୍ତ୍ୱେ କେହି ବ୍ରାହ୍ମଣଗୁଡା ରାସ୍ତା ଉପରେ ଦୃଷ୍ଟି ଦେଇନଥିଲେ ଏଣୁ ଆଜି ବ୍ରାହ୍ମଣଗୁଡା, ହୁଣ୍ଡିଭଟା, ମାଝିଗୁଡା, ମୁର୍ଜା, ମାଣିକଗୁଡା ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି
Read More News
T & CPrivacy PolicyContact Us